Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଟ୍ରକ ଧକ୍କାରେ ଜଣେ ବ୍ୟକ୍ତିର ମୁତ୍ୟୁ

ଟ୍ରକ ଧକ୍କାରେ ଜଣେ ବ୍ୟକ୍ତିର ମୁତ୍ୟୁ

500
ADVERTISEMENT

କୋଦଳା,୨୮/୨(ସୂର୍ଯ୍ୟ ନାରାୟଣ ବଡୁ)-ଟ୍ରକ ଧକ୍କାରେ ଜଣେ ବ୍ୟକ୍ତି ମୃତ୍ୟୁ ହୋଇଥିବା ଜଣାପଡିଛି ।ଦିର୍ଘଦିନ ହେବ କୋଦଳା କୁମୁଟିସାହି ଠାରେ ରହୁଥିବା ବେଗୁନିଆପଡା ବ୍ଲକ ମର୍ଦ୍ଦକୋଟ ଗ୍ରାମ ର ଉପେନ୍ଦ୍ର ମହାରଣା ନିଜ ପରିବାର ନେଇ ରହୁଥିଲେ ।ଆଜି ସେ କୌଣଷି କାର୍ଯ୍ୟରେ କବିସୂର୍ଯ୍ୟନଗର ଯାଇଥିବା ବେଳେ ଗ୍ରାମକୁ ଫେରିବା ପାଇଁ ବସକୁ ଅପେକ୍ଷା କରିଥିଲେ । ସେହି ସମୟରେ ହଠାତ ପଛପଟୁ ଏକଟ୍ରକ ଧକ୍କା ଦେଇଥିଲା ଯାହା ଫଳରେ ଘଟଣା ସ୍ଥଳରେ ହି ତାଙ୍କରି ମୃତ୍ୟୁ ହୋଇଥିଲା । ଖବର ପାଇ କବିସୂର୍ଯ୍ୟ ନଗର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଟ୍ରକଟିକୁ ଜବତ କରି ତଦନ୍ତ ଚାଲୁ ରଖିଛି ।

Advertisement