Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ହୃଦଘାତରେ ଚାଷୀଙ୍କ ମୃତ୍ୟୁ

ହୃଦଘାତରେ ଚାଷୀଙ୍କ ମୃତ୍ୟୁ

254
ADVERTISEMENT

ବ୍ରହ୍ମପୁର ,୨୪।୨(ସୁଦାମ ମହାରଣା) : ଗଞ୍ଜାମଜିଲ୍ଲା ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ- ୬ ର ସନ୍ତୋଷ କୁମାର ଶତପଥୀନାମକ ଜଣେ ଚାଷୀଙ୍କ ହୃଦଘାତରେ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ଖବର ଶୁଣି ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁଙ୍କ ନିର୍ଦ୍ଦେଶରେ ବୁଗୁଡ଼ା ନଗର ସଭାପତି ରାଜେନ୍ଦ୍ର କୁମାର ପାଢୀ (ମୁନା ଭାଇ) ଯାଇ ପରିବାର ଲୋକଙ୍କୁ ଭେଟି ତିନି ହଜାର ଟଙ୍କା ଆର୍ଥିକ ରାଶି ପ୍ରଦାନ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Advertisement