Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ବିଶ୍ଵ ପରିବେଶ ପୋଷଣୀୟ ଆଲୋଚନା ଚକ୍ର

ବିଶ୍ଵ ପରିବେଶ ପୋଷଣୀୟ ଆଲୋଚନା ଚକ୍ର

325
ADVERTISEMENT

ବ୍ରହ୍ମପୁର,୨୨।୨(ଡି.ଏଚ୍):ବ୍ରହ୍ମପୁର ୟୁନିଭରସିଟି କୋଂନଫେରନସ ହାଲରେ ପରିବେଶ ଓ ପୋଷଣୀୟ ବିଷୟରେ ବିଭିନ୍ନ ରାଜ୍ଯର ୟୁନିଭରସିଟିର ଅର୍ଥନୈତିକ ଅଧ୍ୟାପକମାନଙ୍କ ଦ୍ବରା ଦେଶର ପରିବେଶ ଓ ପୋଷଣୀୟ ବିଷୟରେ ବିସ୍ତାର ଭାବରେ ଶଭାରେ ଆଲୋଚନା କରାଯାଇ ଥିଲା । ବିଭିନ୍ନ ୟୁନିଭରସିଟିରୁ ଆସିଥିବା ଅଧ୍ୟାପକମାନେ ମଧ୍ଯ ନିଜ ନିଜ ମତ ଉପସ୍ଥାପନ କରି ଥିଲେ । ଭାୟସ ଚାନଲରସକଂ, ଅଧିାପୋକମାନେ ଓ ପି.ଜି ଛାତ୍ର ଛାତ୍ରୀମାନଙ୍କ ଉପସ୍ଥିତରେ ମିଟିଂଗ ଅନୁଷ୍ଠିତ ହୋଇଥିଲା। ଆସନ୍ତା କାଲି ପର୍ଯ୍ୟନ୍ତ ଶଭା ଚାଲୁ ରହିବ।

Advertisement