ADVERTISEMENT
Home ଆଞ୍ଚଳିକ ସରକାରୀ ବିଦ୍ୟାଳୟକୁ ଅଭିଭାବକ ନା ପସନ୍ଦ କରିବା ଚିତ୍ରରେ ହିଁ ସ୍ପଷ୍ଟ ହୋଇଛି

ସରକାରୀ ବିଦ୍ୟାଳୟକୁ ଅଭିଭାବକ ନା ପସନ୍ଦ କରିବା ଚିତ୍ରରେ ହିଁ ସ୍ପଷ୍ଟ ହୋଇଛି

290
ADVERTISEMENT

କୁକୁଡାଖଣ୍ଡି,(ଇ.ରଞ୍ଜନ):– ରାଜ୍ୟ ସରକାର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଅନେକ ଯୋଜନା ମାନ କରିଛନ୍ତି । କିନ୍ତୁ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ସରକାର ବିଦ୍ୟାଳୟକୁ ନାପସନ୍ଦ କରି ଶିଶୁ ମନ୍ଦିର ଭଳି ଶିକ୍ଷା ବିକାଶ ସମିତି ବେସରକାରୀ ସଂସ୍ଥାକୁ ଆପଣାଉଛନ୍ତି । କାରଣ ବେସରକାର ବିଦ୍ୟାଳୟ ମାନଙ୍କରେ ନିୟମକୁ ମାନି ଛାତ୍ରଛାତ୍ରୀମାନେ ଗୋଡରେ ବୁଟ୍ ସହିତ ସକ୍ସ ପିନ୍ଧିବା ପାଇଁ ବାଧ୍ୟତାମୂଳକ କରାଯାଉଥିବା ବେଳେ ଏଥି ଲାଗି ରାଜ୍ୟ ସରକାର ମଧ୍ୟ ବିଦ୍ୟାଳୟ ମାନଙ୍କରେ ବୁଟ୍ ସକ୍ସ ସହ ପିଲାମାନଙ୍କ ପାଇଁ ନୂଆ ପୋଷାକ ପ୍ରଦାନ କରିଛନ୍ତି । କିନ୍ତୁ ସରକାର ବିଦ୍ୟାଳୟ ମାନଙ୍କରେ ତାହାକୁ ବ୍ୟବହାର ନକରି ଖାଲି ପାଦରେ ସ୍କୁଲକୁ ଯିବା ଦେଖି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଦୃଶ୍ୟ ଜଗଦଳପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟ ରେ ଦେଖିବାକୁ ମିଳିଛି ।ଶିକ୍ଷକ, ଶିକ୍ଷୟତ୍ରୀ ଛାତ୍ରଛାତ୍ରୀଙ୍କ ଉପରେ ଗୁରୁତ୍ୱ ଦେଉନଥିବା ସହ ଉଚ୍ଚ କତ୍ତୃପକ୍ଷ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ।ADVE

Advertisement