ବ୍ରହ୍ମପୁର,୨୧।୨(ହିମାଂଶୁ ପାଢୀ) : ମହା ଶିବରାତ୍ରରେ ବ୍ରହ୍ମପୁରର ପୂବତନ ବିଧାୟକ ଡଃ.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକକୁଂ ମିଳିଛି ମହା ଗୁରୁତ୍ବପୂଣ୍ନ ଦାୟିତ୍ବ।ଚ୍ୟାଉ ପଟ୍ଟନାୟକକୁଂ ଗଂଜାମ ଜିଲ୍ଲାର ନୂତନ ସଭାପତି ଭାବେ ମନୋନିତ କରି ଦାୟିତ୍ବ ଦିଆଯାଇଛି । ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଶୁ୍କ୍ରବାର ଏନେଇ ଏକ ପ୍ରେସ୍ ବିବୃତି ଜରିଆରେ ସୂଚନା ଦେଇଛନ୍ତି ବିଜେଡି ଦଳର ରିଟଣ୍ନିଂ ଅଫିସର ପ୍ରତାପ କେଶରୀ ଦେଓ।ଆଗକୁ ଏନଏସି ନିବାଚନ ଚ୍ୟାୟ ପଟ୍ଟନାୟକଙ୍କ ପାଇଁ ଚ୍ୟାଲେଜଂ ରହିବ। ନୂତନ ପଦ ମିଳିବା ପରେ ଚ୍ୟାଉ ପଟ୍ଟନାୟକଙ୍କୁ ବିଭିନ୍ନ ମହଲରୁ ଶୁଭେଛା ପ୍ରଦାନ କରାଯାଇଛି।


















