ତୁମୁଡ଼ିବନ୍ଧ,୧୮/୨(ଟିକି ଦଣ୍ଡିଆ) : କନ୍ଧମାଳ ତୁମୁଡ଼ିବନ୍ଧ ବ୍ଲକରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ କରାଯିବା ସହ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୦ ପାଳନ କରାଯାଇଛି । ଏହି ପୋଷଣ ମାସ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଚାଲୁରହିବ ଜିଲ୍ଲାପାଳ ଡ଼ି.ବୃନ୍ଦା ଓ ଆରକ୍ଷୀ ଅଧିକାରୀ ପ୍ରତୀକ ସିଂ ଯୋଗଦେଇ ସ୍ୱୟଂ ସହାୟିକା ଗୋଷ୍ଠି ଦ୍ୱାରା ତିଆରି ହେଉଥିବା ଛତୁଆ, ମାଣ୍ଡିଆରେ ତିଆରି ହେଉଥିବା ଉପମା, ଦାନ୍ତିକିଲି, ସେଉ, ଝୀଲପୀ, ବାଦାମ ଲଡ଼ୁ, ବୁଲି ଦେଖିଥିଲେ ।














