Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ନଦୀରେ ବୁଡ଼ି ମୁତ୍ଯୁ ବରଣ କରିଥିବା ପରିବାରକୁ ୪ଲକ୍ଷ୍ୟ ଟଙ୍କା ଅନୁଦାନ

ନଦୀରେ ବୁଡ଼ି ମୁତ୍ଯୁ ବରଣ କରିଥିବା ପରିବାରକୁ ୪ଲକ୍ଷ୍ୟ ଟଙ୍କା ଅନୁଦାନ

279
ADVERTISEMENT

ସାନଖେମୁଣ୍ଡି,୧୭/୨(ଗୁରୁ ପ୍ରସାଦ): ବ୍ଲକ ଅନ୍ତର୍ଗତ ମୌଳାଭଣଜା ପଞ୍ଚାୟତର ନୂଆଁଗଡ଼ ଗ୍ରାମର ପ୍ରଫୁଲ ନାୟକ କିଛି ଦିନ ତଳେ ଘୋଡାହାଡ଼ ନଦୀରେ ବୁଡ଼ି ମୁତ୍ଯୁ ହୋଇଥିଲା। ୬୦ନଂଯୋନର ଜିଲ୍ଲା ପରିଷଦ ଶ୍ରୀ ଗଦାଧର ସ୍ବାଇଁଙ୍କ ସମ୍ପୂର୍ଣ୍ଣ ସାହାଯ୍ୟ ଓ ସହଯୋଗରେ ଆଜି ଉକ୍ତ ପରିବାର ବର୍ଗଙ୍କୁ ସରକାରଙ୍କ ଠାରୁ ୪ଲକ୍ଷ୍ୟ ଟଙ୍କା ଅନୁଦାନ ମିଳିଲା।

Advertisement