କୋରାପୁଟ/ଜୟପୁର,୧୬/୨( ପରେସ ବିଷୋୟୀ ): କରାପୁଟ, ଜୟପୁର ବ୍ଲକପ୍ରାଥମିକ ଶିକ୍ଷକ ସଙ୍ଗ ନିର୍ବାଚନ ବାବା ସାହେବ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହେଇଯାଇଛି । ଏଥିରେ ସଭାପତି ଭାବେ ଶ୍ରୀଯୁକ୍ତ ଦେବି ଦାସ, ଉପସଭାପତି ଶ୍ରୀମତୀ ମାଧୁରୀ ପଣ୍ଡା, ଉପ ଅଧ୍ୟକ୍ଷ -ଶ୍ରୀଯୁକ୍ତ ଭାଗିରଥି ଦାସ, ନିର୍ଦ୍ୱନ୍ଦରେ ଏବଂ ଅଧ୍ୟକ୍ଷ ଭାବେ ଶ୍ରୀଯୁକ୍ତ ମହେଶ୍ୱର ମିଶ୍ର, ଉପ ସଭାପତି ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ତ୍ରିପାଠୀ ନିର୍ବାଚିତ ହେ।ଇଛନ୍ତି । ଆଜି ୫୨୪ ଜଣ ଭୋଟ ଦେଇଥିଲେ । ସଙ୍ଗର ନୂତନ କର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

















