Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ବ୍ୟାପିଷ୍ଟ ଚର୍ଚ୍ଚ ସମସ୍ୟାନେଇ ଉପଜିଲ୍ଲାପାଳଙ୍କୁ ଅଭିଯୋଗ

ବ୍ୟାପିଷ୍ଟ ଚର୍ଚ୍ଚ ସମସ୍ୟାନେଇ ଉପଜିଲ୍ଲାପାଳଙ୍କୁ ଅଭିଯୋଗ

549
ADVERTISEMENT

କନ୍ଧମାଳ,୧୬।୨ (ଟିକି ଦଣ୍ଡିଆ) : ବାଲିଗୁଡ଼ା ବ୍ୟାପିଷ୍ଟ ଚର୍ଚ୍ଚ ତରଫରୁ ଚର୍ଚ୍ଚ ସମସ୍ୟା ନେଇ ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀ ଦେବେନ୍ଦ୍ର କୁମାର ନନ୍ଦଙ୍କୁ ଆଜି ଚର୍ଚ୍ଚର ସଭାପତି ଓ ସମ୍ପାଦକ ଚର୍ଚ୍ଚର କର୍ମକର୍ତ୍ତା ମିଶି ଲିଖିତ ଅଭିଯୋଗ କରିବା ସହ ଚର୍ଚ୍ଚର ପାଳକଙ୍କ ଦରମା ମିଳିନଥିବା ନେଇ ମଧ୍ୟ ଆଲୋଚନା କରିଥିଲେ ।

Advertisement