Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ପୁଲୱାମାରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ପୁଲୱାମାରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

407
ADVERTISEMENT

କୋଟଗଡ଼, ୧୪/୨(ନଳିନୀ କାନ୍ତ ମିଶ୍ର) : କୋଟଗଡ଼ ବ୍ଲକରେ ଆଜି ତା, ୧୪/୨ରିଖ ସନ୍ଧ୍ୟାରେ ଯୁବ ଗୋଷ୍ଠୀ ଓ ବୁଦ୍ଧୀଜୀବୀ ମାନେ କୋଟଗଡ଼ ବ୍ଲକ ଅଫିସ ଠାରୁ ଆରମ୍ଭ କରି ପୋଲିସଷ୍ଟେସନ ଓ କୋଟଗଡ଼ ଟାଉନ ଦେଇ କେଣ୍ଡଲ ଶୋଭା ଯାତ୍ରା କରି ଶ୍ରୀ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ । ପୁଲୱାମାରେ ସହିଦ ହୋଇଥିବା ବୀର ଯବାନ ମାନଂକୁ ଶ୍ରାଦ୍ଧଞ୍ଜଳି ଜଣାଇ ସମଗ୍ର ଅଞ୍ଚଳ ବନ୍ଦେମାତରମ ଧ୍ଵନି ଉଚ୍ଚାରଣ କରି ପରିକ୍ରମା କରିଥିଲେ ।

Advertisement