କନ୍ଧମାଳ, ୧୪/୨( ସୁରେଶ କୁମାର ପଣ୍ଡା) : କନ୍ଧମାଳ ବାଲିଗୁଡ଼ାରେ ଗତକାଲି ପେଟ୍ରୋଲିଙ୍ଗ ସମୟରେ WB 06A8623 ସୁଇଫ୍ଟ ଡ଼ିଜାର ଗାଡ଼ିକୁ ଗୋଡ଼ାଇଥିଲେ ହେଲେ ଘଟଣା ସ୍ଥଳରେ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର ହୋଇଥିଲା ଗାଡ଼ିକୁ ପୋଲିସ କଟାରି ସାହିରେ ଜବତ କରି ଥାନାକୁ ଆଣି ଥିଲେ। ଦେଖିଲା ବେଳକୁ ଗାଡ଼ିରେ 45କିଲୋ ଗଞ୍ଜେଇ ଥିଲା ବାଲିଗୁଡ଼ା ଥାନା ଭାର ପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା କେଶ ନମ୍ବର 31/20 ମାମଲା ରୁଜୁ ତଦନ୍ତ ଚଲାଇଛନ୍ତି ।

















