Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଗାଁ କୁ ରାସ୍ତା ନଥିବାରୁ ବାଟରେ ପ୍ରସବ କଲେ ମହିଳା

ଗାଁ କୁ ରାସ୍ତା ନଥିବାରୁ ବାଟରେ ପ୍ରସବ କଲେ ମହିଳା

650
ADVERTISEMENT

କନ୍ଧମାଳ,୧୪/୨(ଟିକି ଦଣ୍ଡିଆ): ବାଲିଗୁଡ଼ା ବ୍ଲକ କୁଟିକିଆ ପଞ୍ଚାୟତ ପାଞ୍ଚ ନମ୍ବର ୱାର୍ଡ ଗାଁନ୍ଦ୍ରୀ ଗାଁରେ ଶୁଭନା ମଳିକ ତାଙ୍କ ସ୍ତ୍ରୀଙ୍କୁ ଖଟରେ ବୋହି ବୋହି ବାଲିଗୁଡ଼ା ମେଡ଼ିକାଲ ଆଣିବା ସମୟରେ ଅଧା ରାସ୍ତାରେ ନାଳ ପାଖରେ ପ୍ରସବ କଲେ । ଏହି ଗ୍ରାମକୁ ପ୍ରଶାସନ ଏକ ୱାର୍ଡ ଗଠନ କରିଛନ୍ତି, ହେଲେ ଆଜି ପର୍ଯ୍ୟନ୍ତ ନା ଅଛି ରାସ୍ତା ନା ଅଛି ସ୍ୱାସ୍ଥ୍ୟ କୌଣସି ସୁବିଧା ।

Advertisement