କନ୍ଧମାଳ,୧୩/୨(ସୁରେଶ ପଣ୍ଡା) : ଫୁଲବାଣୀ ଗ୍ରାମ୍ୟ ନିର୍ମାଣ ବିଭାଜନ କାର୍ଯ୍ୟାଳୟର କନିଷ୍ଠ କିରାଣୀ ଶ୍ରୀ ଅମୁଲ୍ୟ କୁମାର ସାହୁ ଭିଜିଲାନ୍ସ ଜାଲରେ ପାଞ୍ଚହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ଶଙ୍କର୍ଷଣ ଶତପଥି । ଅବସର ପ୍ରାପ୍ତ କର୍ମଚାରୀଙ୍କ ଠାରୁ ବକେୟା ଟଙ୍କାର ବିଲ କରାଇଦେବା ପାଇଁ ଲାଞ୍ଚ ନେବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେଶ ନମ୍ବର ୪/୨୦ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି ।

















