Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ସାନଖେମୁଣ୍ଡି ସ୍ଥିତ ପି. ରାମଚନ୍ଦ୍ରପୁରରେ ରକ୍ତଦାନ ଶିବିର ଅନୁଷ୍ଠିତ

ସାନଖେମୁଣ୍ଡି ସ୍ଥିତ ପି. ରାମଚନ୍ଦ୍ରପୁରରେ ରକ୍ତଦାନ ଶିବିର ଅନୁଷ୍ଠିତ

343
ADVERTISEMENT

ସାନଖେମୁଣ୍ଡି,୧୨/୨(ଋଷିକେଶ ବେହେରା ) : ସାନଖେମୁଣ୍ଡି ସ୍ଥିତ ପି. ରାମଚନ୍ଦ୍ରପୁର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମକୁନ୍ଦ ବରଡା, ଆଲୋକ ପ୍ରଧାନ, ବ୍ଲଡ ବ୍ୟାଙ୍କର ସୁବୁଧି ବାବୁଙ୍କ ଦ୍ୱାରା ଦୀପ ପ୍ରଜଳନ କରିଥିଲେ । ଏହା ଅମୁଲ୍ୟ ବିଷୋୟୀଙ୍କ ଏକାଦଶ ଦିବସରେ ପାଳନ କରାଯାଇଥିବା ବେଳେ ଅଣ୍ଡିରା ସିଂହ ଗାୟତ୍ରୀ ପରିବାର ଓ ବିଶ୍ଵମଙ୍ଗଳ ସଂଯୋଜନାରେ ରକ୍ତଦାନ ଶିବିରରେ ରେଡକ୍ରସ ବ୍ଲଡ଼ ବ୍ୟାଙ୍କ ବ୍ରହ୍ମପୁରର କାର୍ଯ୍ୟକ୍ରତା ଓ ସାନଖେମୁଁଣ୍ଡି ସି. ଏଲ. ଟି. ଏସ. ଟିମ ନେତାଜୀ ଯୁବକ ସଙ୍ଘର କର୍ମ କର୍ତ୍ତା ତଥା ସାହେବ, ହର୍ଷ ସାମଲ, ଆଳି ନାହାକ, ଶିବାଜୀ ବିଷୋୟୀ,ରୁଷିକେଶ ବେହେରା, ପ୍ରଦୀପ ମହାନ୍ତି, ବିଶ୍ଵ ମୋହନ ପଟନାୟକ, ନୃସିଂହ ମହାନ୍ତି ଓ ଗ୍ରାମର ଯୁବଗୋଷ୍ଠୀ ରକ୍ତଦାନ ଶିବିରରେ ସହଯୋଗ କରିଥିଲେ l

Advertisement