ଆଞ୍ଚଳିକକନ୍ଧମାଳ କନ୍ଧମାଳ ଜିଲ୍ଲାରେ ଏକ ବୀରଳ ପକ୍ଷୀ ଉଦ୍ଧାର By Dunia Halchal - February 11, 2020 1016 Share FacebookXPinterestWhatsApp ADVERTISEMENT କନ୍ଧମାଳ,୧୧ /୨(ସୁରେଶ କୁମାର ପଣ୍ଡା) : କନ୍ଧମାଳ ବାଲିଗୁଡ଼ା ତ୍ରିବେଦୀ ପାର୍କ ସମ୍ମୁଖରେ ଏକ ବଡ଼ ଧରଣର ବିରଳ ପକ୍ଷୀ ବୁଲୁଥିବାର ଦେଖିବାକୁ ମିଳିଥିଲା । ଏହି ପକ୍ଷୀକୁ କୁକୁର ଗୋଡ଼ାଉ ଥିଲା କିଛି ସ୍ଥାନୀୟ ଲୋକ ଯାଇ ପକ୍ଷୀକୁ ଉଦ୍ଧାର କରି ବାଲିଗୁଡ଼ା ବନ ବିଭାଗକୁ ହସ୍ତାନ୍ତର କରିଥିଲେ । Advertisement