ବାଲିଗୁଡା,୧୧/୨(ସୁରେଶ ପଣ୍ଡା) : ବାଲିଗୁଡା ସହରରେ ଜନଗହଳି ଅଞ୍ଚଳରେ ବର୍ଷ ବର୍ଷ ଧରି ମହୁ ମାଛି ମାନେ ବସାକରି ରହିବ ଯୋଗୁଁ ସେମାନଙ୍କୁ ଆକ୍ରମଣ ଆଶଙ୍କାରେ ସାଧାରଣ ଜନତା ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି । ବାରଂବାର ଦାବି ସତ୍ୱେ ମହୁମାଛିକୁ ଘଉଡାଇବାକୁ ବନ ବିଭାଗ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହେଉଛି ।


















