Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଦୁଇ ବାଇକ ମୁହାଁ ମୁହିଁ ଚାରି ଗୁରୁତର

ଦୁଇ ବାଇକ ମୁହାଁ ମୁହିଁ ଚାରି ଗୁରୁତର

480
ADVERTISEMENT

ବାଲିଗୁଡା,୧୦।୨(ସୁରେଶ ପଣ୍ଡା ) : ଦୁଇ ବାଇକ ସହ ମୁହାଁ ମୁହିଁ ଏଥିରେ ଚାରି ଜଣ ଗୁରୁତର ଅବସ୍ଥାରେ କୋଟଗଡ ଚିକିତ୍ସାଳୟରେ ଭର୍ତି ହେଲେ ସେଠାରେ ସେମାନଙ୍କୁ ଷ୍ଟିଚ ପକାଇ, ଉପଖଣ୍ଡ ଚିକିତ୍ସାଳୟ ବାଲିଗୁଡାକୁ ପଠାଗଲା । ଆହତ ହେଇଥିବା ଚାଳକଙ୍କ ନାମ ହେଲା. ରାଜ ପାରାସେଟ ଦୁଖିତା ବଳିୟାରସିଂ. ଅଭିଜିତ ନାୟକ. ମିଥୁନ ସାଂସେଟ. ଦୁଖିତା ବଳିୟାରସିଂ ସାଲକୀର ଓ ଅନ୍ୟ ସବୁ କୋଟଗଡ ମଦାଙ୍ଗିର ଅଟନ୍ତି ।

Advertisement