Wednesday, November 18, 2026
ADVERTISEMENT
Home ଆଞ୍ଚଳିକ କନ୍ଧମାଳ : ବିଭିନ୍ନ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ଯୋଗଦାନ

କନ୍ଧମାଳ : ବିଭିନ୍ନ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ଯୋଗଦାନ

288
ADVERTISEMENT

ବାଲିଗୁଡ଼ା୧୦।୨(ଟିକି ଦଣ୍ଡିଆ) : ରାଜ୍ୟପାଳଙ୍କ କନ୍ଧମାଳକୁ ଦୁଇଦିନିଆ ଗସ୍ତରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଫୁଲବାଣୀ ବିଭିନ୍ନ ଅନୁଷ୍ଠାନ ଗ୍ରସ୍ତ କରିଛନ୍ତି ଅପରାହ୍ନ ୩ ଟା ସମୟରେ ବ୍ରହ୍ମଲୀନ ବେଦାନ୍ତକେଶରୀ ପୂଜ୍ୟସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ପ୍ରତିଷ୍ଠିତ ତୁମୁଡ଼ିବନ୍ଧ ସ୍ଥିତ ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମ ଜାଲେଶପଟା ପରିସରରେ ଅନୁଷ୍ଠିତ ।ବିଶ୍ଵଶାନ୍ତି ରୁଦ୍ର ମହାଯଜ୍ଞ ୩୫ତମ ବାର୍ଷିକ ଉତ୍ସବରେ ଯୋଗ ଦେଇ ଆଶ୍ରମ ପରିସରରେ ଗରିବ ଆଦିବାସୀଙ୍କ ପାଇଁ କମ୍ପୁଟର ଓ ସିଲେଇ ସେଣ୍ଟରକୁ ଉଦଘାଟନ କରି ଶୁଭାରମ୍ଭ କରିଥିଲେ । ପରେ ପରେ ସ୍ୱାମୀଜୀଙ୍କ ପ୍ରତିମୃର୍ତିରେ ମାଲ୍ୟାର୍ପଣ କରିଛନ୍ତି । ଶେଷରେ ୩୫ତମ ବାର୍ଷିକୀ ଉତ୍ସବରେ ଯୋଗ ଦେଇ ସ୍ତୁତି ଚାରଣା କରିବା ସହ ଅନୁସୁଚିତ ଜାତି ଓ ଜନଜାତିଙ୍କ ପାଇଁ ୧୧ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିବା ସହ ସୁକନ୍ୟା ବହିର ଉନ୍ନଚନ କରିଥିଲେ ।

Advertisement