Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ନାଗରିକ ସଂଶୋଧନ ଆଇନ ସପକ୍ଷରେ କର୍ମଶାଳା

ନାଗରିକ ସଂଶୋଧନ ଆଇନ ସପକ୍ଷରେ କର୍ମଶାଳା

371
ADVERTISEMENT

କନ୍ଧମାଳ,୧୦।୨( ସୁରେଶ କୁମାର ପଣ୍ଡା) : କନ୍ଧମାଳ ରାଇକିଆ ଆର.ଏମ.ସି ଠାରେ , ଏହି କର୍ମଶାଳାରେ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିରଞ୍ଚି ଭାଇ ନାରାୟଣ ଭାଇ ପୂର୍ବତନ ସଭାପତି ଲିଙ୍ଗରାଜ ଦଳବେହେରା ଉପସ୍ଥିତ ଥିବା ସହ ରାଇକିଆ କଲେଜର ବିଭିନ୍ନ ଛାତ୍ର ଛାତ୍ରୀଙ୍କୁ ଅବଗତ କରାଇବା ସହ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ ।

Advertisement