Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ବିଜୁଳି ଭୋଲ୍ଟେଜ କମ୍ ହେବାରୁ ଗ୍ରାମବାସୀ ଧାରଣରେ ବସିଛନ୍ତି

ବିଜୁଳି ଭୋଲ୍ଟେଜ କମ୍ ହେବାରୁ ଗ୍ରାମବାସୀ ଧାରଣରେ ବସିଛନ୍ତି

363
ADVERTISEMENT

କନ୍ଧମାଳ,୧୦/୨(ଟିକି ଦଣ୍ଡିଆ): ରାଇକିଆ ବ୍ଲକ ମଣ୍ଡାକିଆ ପଞ୍ଚାୟତ ମଡ଼ାନାଯୁଠାରେ ବିଜୁଳି ଭୋଲ୍ଟେଜ ଠିକ୍ ରହୁନଥିବାରୁ ବାରମ୍ବାର ଗ୍ରାମବାସୀ ଅଭିଯୋଗ କରିଆସୁଥିଲେ । ହେଲେ କେହି ଶୁଣି ନଥିବାରୁ ଆଜି ଗ୍ରାମବାସୀ ଇଲେକ୍ଟ୍ରି ଅଫିସ ସମ୍ମୁଖରେ ଧାରଣା ବସିଛନ୍ତି । ଲୋକଙ୍କ କହିବା ହେଲା ତୁରନ୍ତ ଏହାର ପଦକ୍ଷେପ ନିଆଯାଉ ।

Advertisement