ବୈବୈପାରୀଗୁଡା,୧୦/୨(ସୁନୀଲ ଦାଶ): କୋରାପୁଟ ଜିଲ୍ଲା ପୋଲିସକୁ ଦିନକୁ ଦିନ ଗଞ୍ଜେଇ ଚାଲାଣ ରୋକିବାରେ ମିଳୁଛି ବଡ଼ ସଫଳତା l ପ୍ରାୟ ପ୍ରତିଦିନ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ ହେହଉଛି l ଏହି ଅଭିଯାନରେ ବୈପାରୀଗୁଡାରୁ ଜବତ ହଇଛି ଗୋଟିଏ ଦଶଚକିଆ କଂଟେନେର ନଂ ଆର୍ ୩୮ଜେଡ୍ ୧୧୩୫ l ସେଥିରୁ ୧୧୨୭ କେଜି ଗଞ୍ଜେଇ, ୫୦୦ଟି ଫବ୍ରିକ ରୋଲ, ୪ଟି ମୋବିଲେ ଫୋନ ଏବଂ ୧୩,୦୮୦ ଟଙ୍କା ଜବତ ହୋଇଛି l ଏଥିରେ ସାମିଲ ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।

















