Wednesday, November 18, 2026
ADVERTISEMENT
Home ଆଞ୍ଚଳିକ କନ୍ଧମାଳ: ପାବୁରିଆ ବଜାରରେ ଅତିର୍କିତ ହତ୍ୟାକାଣ୍ଡ

କନ୍ଧମାଳ: ପାବୁରିଆ ବଜାରରେ ଅତିର୍କିତ ହତ୍ୟାକାଣ୍ଡ

692
ADVERTISEMENT

କନ୍ଧମାଳ,୯/୨(ସୁରେଶ କୁମାର ପଣ୍ଡା): ସାରଙ୍ଗଡ଼ ଥାନା ପାବୁରିଆ ଗ୍ରାମରେ ଅତିର୍କିତ ହତ୍ୟାକାଣ୍ଡ ହୋଇଥିଲା । ସାରଙ୍ଗଡ଼ ଥାନା ଅଧିକାରୀ ଅନିତା କେଡେ଼ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ହତ୍ୟାକାରୀ ପୂର୍ବରୁ ମଧ୍ୟ ତାଙ୍କ ବଡ଼ ଭାଇଙ୍କୁ ମାରଣାସ୍ତ୍ରରେ ଦୁଇ ଦୁଇଥର ଆକ୍ରମଣ କରିଥିବା ସୂଚନା ମିଳିଛି ।

Advertisement