ଗଜପତି,୯/୨(ହେମନ୍ତ ପ୍ରଧାନ): ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ର ବିଭିନ୍ନ ସ୍ଥାନରେ ପଡିରହିଛି ଧାନ । ବାର୍ଷା ଫଳରେ ଧାନ ତିନ୍ତିଯାଇ ନଷ୍ଟ ହୋଇଛି । ଚାଷିମାନକର ମତାମତ ଅନୁଯାଇ ଧାନର ଟୋକେନ ବ୍ୟବସ୍ଥା ଠିକ୍ ଭାବରେ ହେଉନାହି ଟାରଗେଟ୍ ଅଳ୍ପ ଦେଉଛନ୍ତି । ଚାଷିଟି ମଣ୍ତିକୁ ଧାନ ନେଇପାରୂନାହି କୀ ଜମିରେ ରଖୀପାରୂନାହି । ଏପଟେ ଅଦିନ ବର୍ଷା ଦାଉ ସାଧୁଛି । ଫଳରେ ଧାନ ତିନ୍ତି ନଷ୍ଟହେଉଛି । ତେଣୂ ପ୍ରଶାସନ କିଛି ପଦକ୍ଷେପ ନେଇ ଚାଷିକୁ ସହଯୋଗ କରିବେ ବୋଲି ଚାଷିଭାଇ ମାନକର ଆଶା ରହିଛି ।

















