Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ସନ୍ଦେହ ଘେରରେ ଯୁବକଙ୍କ ମୁର୍ତ୍ୟୁ

ସନ୍ଦେହ ଘେରରେ ଯୁବକଙ୍କ ମୁର୍ତ୍ୟୁ

655
ADVERTISEMENT

ଗଜପତି, ୮ା୨,(ହେମନ୍ତ ପ୍ରଧାନ) : ଗଜପତି ଜିଲ୍ଲା ଅନ୍ତର୍ଗତ ଗୋଷାଣୀ ବ୍ଲକ୍ ର ଗୁରାଣ୍ତି ଗ୍ରାମରେ ଦେଖିବାକୁ ମିଳିଛି ଗୋଟିଏ ଅଭାବନିୟ ଅଘଟଣ ।ଏକ ଜଗଂଲରେ ଭୌରବ ପାତ୍ର ବେକରେ ରସି ଦେଇ ଆତ୍ମାହତ୍ଯା କରିବାର ଦେଖୀବାକୁ ମିଳିଛି । ମାତ୍ର ଘଟଣା ସ୍ଥଳରେ ଭୌରବଙ୍କର ମାଁ ପହଚି ଏହା ଆତ୍ମା ହତ୍ଯା ନୁହେ ମୋ ପୁଅକୁ ଯୋଜନା ବଧ ଭାବରେ ମାରିଦେଇଛନ୍ତି ମତବ୍ଯ ଦେଇଛନ୍ତି । ପରେ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ପ୍ରକ୍ରିୟା ଜାରି ରଖିଛନ୍ତି ।

Advertisement