Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଆଶ୍ଚର୍ଯ୍ୟ ହେଲେବି ସତ: ପଥର ସନ୍ଧିରୁ ବାହରୁଛି ଡିଜେଲ

ଆଶ୍ଚର୍ଯ୍ୟ ହେଲେବି ସତ: ପଥର ସନ୍ଧିରୁ ବାହରୁଛି ଡିଜେଲ

373
ADVERTISEMENT

କନ୍ଧମାଳ/ ଦାରିଙ୍ଗବାଡ଼ି, ୮।୨( ସୁରେଶ କୁମାର ପଣ୍ଡା): ଦାରିଙ୍ଗବାଡ଼ି ଲୋତପାଙ୍ଗା ଗ୍ରାମର ଏକ ବିଲରେ ଥିବା ପଥର ସନ୍ଧିରୁ ଡିଜେଲ ବାହାରିବାର ଏକ ଦୃଶ୍ୟ ନଜରକୁ ଆସିଛି l ଏନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇବାରେ ଲାଗିଛି l ଲୋକମାନେ ବୋତଲ ଧରି ଘଟଣା ସ୍ଥଳରେ ପହଁଚି ଡିଜେଲ ସଂଗ୍ରହ କରି ନେଇ ଯିବାର ଦେଖିବାକୁ ମିଳୁଛି ଏ ପର୍ଯ୍ୟନ୍ତ ଏହାର ପ୍ରକୃତ କାରଣ ଜଣାପଡ଼ିନାହିଁ l

Advertisement