Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ମୋ ସରକାରରେ କର୍ମଚାରୀ ଅଭାବ : ଛାତ୍ର କରୁଛନ୍ତି କାମ

ମୋ ସରକାରରେ କର୍ମଚାରୀ ଅଭାବ : ଛାତ୍ର କରୁଛନ୍ତି କାମ

889
ADVERTISEMENT

ବାଲିଗୁଡ଼ା,୭/୨(ବାଳକୃଷ୍ଣ ପାଢ଼ୀ) : କନ୍ଧମାଳ ବାଲିଗୁଡ଼ା ଏନଏସି ପିଏଚଡ଼ି ଅଫିସରେ ଦେଖିବାକୁ ମିଳିଛି ସମ୍ୟକ ଦୃଶ୍ୟ । କିଛି ଲୋକ ପାଣି ପାଇଁ ଅଭିଯୋଗ କରିବା ପାଇଁ ଯାଇଥିବା ବେଳେ ଦେଖିବାକୁ ମିଳିଥିଲା ଗୋଟିଏ ଛାତ୍ର ଅଫିସରେ କାମ କରୁଛି । ବୁଦ୍ଧିଜୀବି ମହଲର ପ୍ରତିକ୍ରିୟା ହେଉଛି ପ୍ରଶାସନ ଏହାର ତୁରନ୍ତ ପଦକ୍ଷେପ ନିଅନ୍ତୁ ଏବଂ ନୂତନ କର୍ମଚାରୀ ନିଯୁକ୍ତି ଦେବା ଉଚିତ । .

Advertisement