Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଭାରସମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ

ଭାରସମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ

1090
ADVERTISEMENT

କୋଟଗଡ,୭/୨(ସୁରେଶ ପଣ୍ଡା) : ମୁନିଗୁଡାରୁ ଭୁବନେଶ୍ୱର ଯିବା ସମୟରେ ବୋଲେରୋ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି ଘଟଣାଟି କୋଟଗଡର ନୂଆଗାଁ ନିକଟର ଜଙ୍ଗଲରେ ଘଟିଛି ଗାଡିର ଅବସ୍ଥା ଖରାପ ଅଛି ଯାତ୍ରୀମାନେ ସାମାନ୍ୟ ଆହାତ ହୋଇଥିଲେ ।

Advertisement