Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ନିଖୋଜ ଥିବା ପୁଅର ଶବ ଉଦ୍ଧାର !

ନିଖୋଜ ଥିବା ପୁଅର ଶବ ଉଦ୍ଧାର !

530
ADVERTISEMENT

କନ୍ଧମାଳ,୭/୨(ସୁରେଶ ପଣ୍ଡା) : କନ୍ଧମାଳ ରାଇକିଆ ବ୍ଲକର ଶୁଭେନ୍ଦୁ ମଳିକ ଗତ ୧୫ତାରିଖରୁ ନିଖୋଜ ଥିଲେ ଏନେଇ ରାଇକିଆ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ୍ୟ କୌଣସି ସୁରାକ ମିଳିନଥିଲା ଏନେଇ ରାସ୍ତା ଅବରୋଧ କରି ୨୩ଜଣକୁ କୋର୍ଟ ଚାଲାଣ କରିଥିଲେ ସେ ମଧ୍ୟରୁ ବହୁତ ଦୁଃଖଦ ଘଟଣା ୮ ଦିନର ଶିଶୁ ଓ ସ୍ତ୍ରୀକୁ ମଧ୍ୟ୍ୟ ଜେଲ ପଠାଯାଇଥିଲା ହେଲେ ଏକ ପାଚେରୀ ପଛପଟେ ଶବକୁ ଉଦ୍ଧାର କରାଯାଇଛି ହେଲେ ହତ୍ୟା ନା ଆତ୍ମହତ୍ୟା ଏନେଇ ଚିନ୍ତାରେ ପରିବାର ଲୋକ ପୋଲିସ ଏହାର ତଦନ୍ତ କରୁଛି ।

Advertisement