Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଦୁଇ ମୋଟର ସାଇକଲ ମୁହାଁ ମୁହିଁ ଧକ୍କାରେ ଏକ ମୃତ୍ୟୁ ଏକ ଆହାତ

ଦୁଇ ମୋଟର ସାଇକଲ ମୁହାଁ ମୁହିଁ ଧକ୍କାରେ ଏକ ମୃତ୍ୟୁ ଏକ ଆହାତ

451
ADVERTISEMENT

ବାଲିଗୁଡ଼ା,୫।୨(ବାଳକୃଷ୍ଣ ପାଢ଼ୀ) : କନ୍ଧମାଳ ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ବାଲିଗୁଡାରେ ଦେଖିବାକୁ ମିଳିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବାଲିଗୁଡା ପୁରୁଣା ପେଟ୍ରୋଲ ପମ୍ପ ନିକଟସ୍ଥ ବାଜାଜ ସୋରୁମ ସମ୍ମୁଖରେ ୨ ବାଇକ ମୁହାଁମୁହିଁ ହୋଇଥିବା ବେଳେ ଘଟଣା ସ୍ଥଳେ ପୀତବାସ କହଁର ନାମକ ବ୍ୟକ୍ତି ଯାହାର ଘର ମହାସିଙ୍ଗ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣକ ହେଲେ ଧୀରେନ ନାୟକ ବାଲିଗୁଡା ଦଣ୍ଡପଦର ଗ୍ରାମର ସେ ଗୁରୁତର ଆହାତ ହୋଇଥିବାରୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି । ୨ ଜଣଙ୍କର ବାଇକ ଅତି ଦ୍ରୁତ ଗତିରେ ଚଳାଇବା ଯୋଗୁଁ ଏଭଳି ଦୁର୍ଘଟଣାରେ ସମୁଖୀନ ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବାସହ ଶବବ୍ୟବଛେଦ ପାଇଁ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ବାଲିଗୁଡ଼ାକୁ ନିଆଯାଇଥିଲା ।

Advertisement