ଆଞ୍ଚଳିକକନ୍ଧମାଳ ମାତୃ ଭାଷା ପାଇଁ ଆନ୍ଦୋଳନ By Dunia Halchal - February 5, 2020 331 Share FacebookXPinterestWhatsApp ADVERTISEMENT ଫୁଲବାଣୀ,୫।୨(ପ୍ରଶାନ୍ତ ପାତ୍ର) : ଓଡିଶା ଭାଷାକୁ ସରକାରୀ ଭାଷା ଭାବେ ପ୍ରଚଳନ କରିବାକୁ ଫୁଲବାଣୀରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ତିରୋଧାନ ଦିବସରେ ସରକାରଙ୍କୁ ସଚେତନ କରାଯାଉଛି। ଏହି ଦିବସରେ ଫୁଲବାଣୀ ସଦର ମହକୁମାର ବହୁ ବରିଷ୍ଠ ସମାଜସେବୀ ଓ କୁନି କୁନି ଛାତ୍ରଛାତ୍ରୀ ଯୋଗଦେଇଥିଲେ । Advertisement