Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ତୃତୀୟ ସିଲକସିଟି ଓପନ୍ ଚେସ୍ ଚାମ୍ପିଅନସିପ୍ ଉଦଯାପିତ

ତୃତୀୟ ସିଲକସିଟି ଓପନ୍ ଚେସ୍ ଚାମ୍ପିଅନସିପ୍ ଉଦଯାପିତ

321
ADVERTISEMENT

ବ୍ରହ୍ମପୁର,୪।୨(ହିମାଂଶୁ ପାଢୀ) : ଆମ୍ବପୁଆ ସ୍ଥିତ ନ୍ୟୁଉ ଦିପଲ୍ ସ୍କୁଲ ପରିସରରେ ରୟ ଫାଉଣ୍ଡେସନ ପଷରୁ ତୃତୀୟସିଲକ୍ ସିଟି ଓପନ୍ ଚେସ୍ ଚାମ୍ପିଅନସିପ୍ ୨୦୨୦ ଉଦଯାପିତ ହୋଇଯାଇଛି। ଅତିଥି ବକ୍ତା ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଆଇନ ବିଭାଗ ଏଚଓଡି ପ୍ରଫେସର ଭାଗିରଥୀ ପାଣିଗ୍ରାହୀ,ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର କିଟ୍ ର ଅଧଷ ପ୍ରଫେସର ଅନିଲ ପାତ୍ର,ସାହା ଏନଜିଓର ଫାଉଣ୍ଡର ଲିନାଚାନ୍ଦ,ନିୟ୍ୟୁ ଡିପଲ ସ୍କୁଲ ସେକ୍ରେଟାରୀ ମିସ୍ ଶିରିସା ଯୋଗଦେଇ ପ୍ରତିଯୋଗିକୁଂ ପୁରସ୍କୃତ କରିଥିଲେ। ସିନିୟର ବିଭାଗରେ ଲାଲବିହାରି ବେହେରା ଓ ଜୁନିୟର ବିଭାଗରେ ଆଦିତ୍ୟରାଜ ବେହେରା ପ୍ରଥମ ହୋଇଥିଲେ। ଶ୍ରେଷ୍ଚ ମହିଳା ଖେଳାଳି ଭାବେ ରଶ୍ମିତା ପାତ୍ର,କନିଷ୍ଟ ଖେଳାଳି ଭାବେ ଅଦିତି ସେନାପତିକୁଂ ପୁରସ୍କୃତ କରାଯାଇଥିଲା। କାଯ୍ୟକ୍ରମକୁ ରଞିତା ପାଣିଗ୍ରାହୀ,ନିର୍ଦ୍ଧେଶକ ସୁପ୍ରଭା ଦାସ, ସହ ନିଦ୍ଧେଶକ ସତିଶ କୁମାର ସାହୁ,ସଂପାଦକ ଚିନ୍ମୟ ହୋତା, ବିଭୂତି ଭୂଷଣ ମହାପାତ୍ର, ଅନିଲ,ଶଶିକାନ୍ତ,ରଜତ,ଆନନ୍ଦ,ବି.ମନୋଜ, ଟିକିନା,ମିଥୁନଙ୍କ ସହ ବହୁ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ।

Advertisement