ଛତ୍ରପୁର,(ଗୁରୁ ପ୍ରସାଦ ପଟନାୟକ): ରଘୁନାଥପୁର ସରକାରୀ ଉଛ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି I ଏଥିରେ ଅତିଥି ସ୍ଥାନୀୟ ଵିଧାୟକ ସୁବାଷ ଚନ୍ଦ୍ର ବେହେରା, ସରପଂଚ ବାବୁଲା କୁମାର ବେହେରା , ସମିତି ସଭ୍ୟ ଜ୍ୟୋତି ରଞ୍ଜନ ସାହୁ, ଏବିଇଓ ସୀତାରାମ ପତ୍ର, ସିଆରସିସି ଅଶୋକ କୁମାର ସତପଥି, ଅଧକ୍ଷ ଜେ.ରେଡି, ମଞ୍ଚIସୀନ ଥିଲେ I
ଶିକ୍ଷୟତ୍ରୀ ସସ୍ମିତା ପଣ୍ଡା ଓ ଶିକ୍ଷକ ସୁଶାନ୍ତ କୁମାର ହୋତା ଏହି କାର୍ଯ୍ୟ କର୍ମରେ ପରିଚାଳନା କରିଥିଲେ I କ୍ରୀଡା ପ୍ରତିଯୋଗିତରେ କୃତି ଛାତ୍ର ଛାତ୍ରୀ ମନକୁ ପୁରସ୍କୃତ କରାଯାଇଥିଲା I ଚାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେସଣ କରିଥଲେ I ଶେଷରେ ସ୍କୁଲର ପ୍ରଧାନ ଶିକ୍ଷକ ବିଗଣେଶ୍ଵର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ I


















