Thursday, November 19, 2026
ADVERTISEMENT
Home ଆଞ୍ଚଳିକ ପୋଡାମାରି କଲେଜର କୃତିତ୍ୱ

ପୋଡାମାରି କଲେଜର କୃତିତ୍ୱ

403
ADVERTISEMENT

ସାନଖେମୁଣ୍ଡି, ୨/୨: (ସପନ ଦାଶ): ପୋଡାମାରି ରାମଜି ସ୍ନାତକ ମହାବିଦ୍ୟାଳୟ ବିଜ୍ଞାନ ଛାତ୍ର ଦୀପକ କୁମାର ଦୋରା ପ୍ରଥମ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥି ହଳଧର ଶବର, ଯୁଧିଷ୍ଠିର ସ୍ବାଇଁ ମୁଖ୍ୟବକ୍ତାଙ୍କ ଠାରୁ ମାନପତ୍ର ଗ୍ରହଣ କରିଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଶୋକ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସମ୍ଭବ କୁମାର ତ୍ରିପାଠୀ, ପରିଷଦର ଅଧକ୍ଷ, ଅମରେନ୍ଦ୍ର ପଟ୍ଟନାୟକଙ୍କ ଠାରୁ ପୁରସ୍କାର ସହ ମାନପତ୍ର ଗ୍ରହଣ କରିଛନ୍ତି। ଇ. ପ୍ରଦୀପ କୁମାର ପାତ୍ରଙ୍କ ସହ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଛାତ୍ରଛାତ୍ରୀ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Advertisement