Thursday, November 19, 2026
ADVERTISEMENT
Home ଆଞ୍ଚଳିକ ମାଘ ମାସ ତିଳସପ୍ତମୀରେ ଅଷ୍ଟପ୍ରହରୀ ନାମଯଜ୍ଞ

ମାଘ ମାସ ତିଳସପ୍ତମୀରେ ଅଷ୍ଟପ୍ରହରୀ ନାମଯଜ୍ଞ

482
ADVERTISEMENT


କ.ନୂଆଗାଁ, ୧/୨(ଟିକି ଦଣ୍ଡିଆ): ମହାସିଙ୍ଗ ପଞ୍ଚାୟତ ଗୁମାପଦର ଦେଓଘର ମନ୍ଦିର ପ୍ରାଙ୍ଗଣରେ ମାଘ ମାସ ତିଳସପ୍ତମୀ ଉପଲକ୍ଷେ ଅଷ୍ଟପ୍ରହରୀ ନାମ ଯଜ୍ଞ ଆରମ୍ଭ ହୋଇଯାଇଛି । ବହୁ ବର୍ଷ ଆଗରୁ ଦେଓଘର ମା’ଙ୍କୁ ପୂଜାର୍ଚ୍ଚନା କରାଯାଇ ଗ୍ରାମର ଶାନ୍ତି ନିମନ୍ତେ ଏ ଯଜ୍ଞ କରାଯାଇଛି । କାଲି ପୂର୍ଣ୍ଣାହୁତି ହେବ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିବାର ଦେଖିବାକୁ ମିଳିଛି ।

Advertisement