Thursday, November 19, 2026
ADVERTISEMENT
Home ଆଞ୍ଚଳିକ ପୁଅ ନିଖୋଜ ଥାନାରେ ଏତଲା

ପୁଅ ନିଖୋଜ ଥାନାରେ ଏତଲା

656
ADVERTISEMENT

ବାଲିଗୁଡା ,୨୮।୧ (ସୁରେଶ ପଣ୍ଡା ) : ରାଇକିଆ ଥାନା ଶ୍ରୀମତୀ ସାରଦା ମଲିକଙ୍କ ପୁଅ ଶୁଭେନ୍ଦୁ ମଲିକ ବୟସ ୨୨ବର୍ଷ ବର୍ଷ ଗତ ୧୫/୧ ତାରିଖ ଦିନ ନିଖୋଜ ଅଛନ୍ତି ଏନେଇ ରାଇକିଆ ଥାନାରେ ଏତଲା ଦେଇଛନ୍ତି, କିନ୍ତୁ ଏପଟେ ତାଙ୍କ ସ୍ତ୍ରୀ ଏକ ଶିଶୁ କନ୍ୟା ଜନ୍ମ କରିଛନ୍ତି । ହେଲେ ଏପର୍ଯ୍ୟନ୍ତ ପୋଲିସ କିଛି ପଦକ୍ଷେପ ନେଇନାହାନ୍ତି ବୋଲି ପରିବାର ପକ୍ଷରୁ ଅଭିଯୋଗ କରିଛନ୍ତି । ମୋ ପୁଅ ଘରୁ ଦୀର୍ଘ ବାର ଦିନ ହେଲା ନିଖୋଜ ଅଛନ୍ତି କେହି ଶୁଣୁନଥିବା କହିଛନ୍ତି ପରିବାର ଲୋକେ ଏହାର ପଦକ୍ଷେପ ନିଅନ୍ତୁ ବୋଲି ପ୍ରଶାସନଙ୍କୁ ନିବେଦନ କରିଛନ୍ତି । ପୋଲିସ ପକ୍ଷରୁ ଏମଆର ମିସିଙ୍ଗ କେଶ ନମ୍ବର 0୨/୨0୨0ରେ ମାମଲା ରୁଜୁ କରିଛନ୍ତି ।

,

Advertisement