Thursday, November 19, 2026
ADVERTISEMENT
Home ଆଞ୍ଚଳିକ ଦୁହଡା ଉଚ ବିଦ୍ୟାଳୟରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ

ଦୁହଡା ଉଚ ବିଦ୍ୟାଳୟରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ

382
ADVERTISEMENT

ଗୋପ, ୨୭/୧(ପ୍ରଭାତ ନାୟକ) : ଦୁହଡା ଉଚ ବିଦ୍ୟାଳୟରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ସିକ୍ଷକ ଜାତୀୟ ପତାକା ଉତ୍ତୋଳନ କରି ଗଣତନ୍ତ୍ର ଉଦେଶ୍ୟ ଏବଂ ଭାରତର ସମ୍ଭିଧାନ ପ୍ରୟାଣତା ଡ଼ଃ.ବି ଆର ଆମ୍ବେଦକରଙ୍କ ଜୀବନି ଉପରେ ଆଲୋକପାତ କରିଥିଲେ । ଛାତ୍ର ଛାତ୍ରୀ ମାନେ ପ୍ରତେକ କ୍ଷେତ୍ରରେ ଶୁଙ୍ଖଳିତ ଆଚରଣ ପଦର୍ଶନ କଲେ ପ୍ରକୁତ ଗଣତନ୍ତ୍ର ମହନୀୟତା ବୃଦ୍ଧି ପାଇବା ବୋଲି ସେ କହିଥିଲେ ।

Advertisement