Thursday, November 19, 2026
ADVERTISEMENT
Home ଆଞ୍ଚଳିକ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

692
ADVERTISEMENT

ବାଲିଗୁଡ଼ା, ୨୭/୧(ଟିକି ଦଣ୍ଡିଆ) : କନ୍ଧମାଳ ବାଲିଗୁଡ଼ା ଉପଜିଲ୍ଲାପାଳ କାର୍ଯ୍ୟାଳୟ ସଭାଗୃହ ଠାରେ ଅଭିଯୋଗ ଶୁଣାଣି ହୋଇଥିବା ବେଳେ ଜିଲ୍ଲାପାଳ ଡ଼ି ବୃନ୍ଦା, ପ୍ରକଳ୍ପ ନିର୍ଦେଶକ ବିଶ୍ୱନାଥ ବାରିକ, ଉପଜିଲ୍ଲାପାଳ ଦେବେନ୍ଦ୍ର ନାଥ ନନ୍ଦ, ପ୍ରକଳ୍ପ ଅଧିକାରୀ ରାଜେନ୍ଦ୍ର ରଞ୍ଜିତ ବାଲିଗୁଡ଼ା ବିଡ଼ିଓ ନରେଶ ଚନ୍ଦ୍ର ଶବର ବାଲିଗୁଡ଼ା ତହସିଲଦାର କ୍ଷିରବ୍ଧ ତନୟା ସାହୁ ଓ ସମସ୍ତ ଅଫିସର କର୍ମଚାରୀ ଉପସ୍ଥିତ ରହି ଏହି ଶୁଣାଣି ହୋଇଥିଲା । ଏଥିରେ ମୋଟ ୨୫ଜଣ ଅଭିଯୋଗ କରିଥିଲେ ।

Advertisement