କୋଟଗଡ, ୨୭/୧(ନଳିନୀ କାନ୍ତ ମିଶ୍ର) : କନ୍ଧମାଳ ଜ଼ିଲ୍ଲାରେ ପୁଣି ଏକ ଲଜ୍ୟା ଜନକ ଘଟଣା ଘଟିଛି। ଏହି ଘଟଣାଟି ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀ ଗାଁ ରେ ଗତକାଲି ତା୨୬/୧ରିଖ ଦିନ ଶୁକଦେବ ବେହେର ଦଳେଇଙ୍କ ପୁଅ ଲିଟୁ ବେହେର ଦଳେଇ ପଡିଶା ଘରର ଶ୍ରୀ କୃଷ୍ଣ ଚନ୍ଦ୍ର କାରଜିଙ୍କ ୬ବର୍ଷର ଝିଅ (ମନୀଷା କାରଜି )ଙ୍କୁ ଘରେ କେହି ନ ଥିବାର ଜାଣି ଲିଟୁ ବେହେରଦଳେଇ ମନୀଷାଙ୍କୁ ଡାକି ଚକଲେଟ କିଣିବା ବାହାନା କରି ତାକୁ ବ୍ରାହ୍ମଣୀ ଗାଁ ର ରୁଷିମାଳ ଗ୍ରୁଫଟ ହଷ୍ଟେଲର ପଛପଟ ଜଙ୍ଗଲରେ ଗଣ ଦୁଷ୍କର୍ମ କରୁଥିଲା ଓ ଝିଅଟିର ପାଟି ଶୁଣି ରାସ୍ତାରେ ଯାତାୟାତ କରୁଥିବା ଲୋକେ ଝିଅଟିକୁ ଉଦ୍ଧାର କରୁଥିଲେ ଓ ଆସାମୀକୁ ଧରି ପୋଲିସରେ ଜିମା ଦେଇଥିଲେ ଓ ଝିଅ ଟିକୁ ଉଦୟଗିରି ସରକାରୀ ମେଡିକାଲରେ ଡାକ୍ତରି ମଇନା କରାଯାଇଛି ଓ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛନ୍ତି l

















