ବ୍ରହ୍ମପୁର, ୨୭/୧(ଋଷିକେଶ ବେହେରା ) : ବ୍ରହ୍ମପୁର ଆଞ୍ଚଳିକ ଶିଳ୍ପ ତାଲିମ କେନ୍ଦ୍ରର ଉତ୍ସବ ଆରମ୍ଭ ହୋଇଯାଇଛି ଏଥିରେ ସାମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ବିଜୟ ଅମୂତ କୁଲେଙ୍ଗୀ ଯୋଗ ଦେଇଥିବା ବେଳେ ଶିଳ୍ପ ତାଲିମ ଅଧ୍ୟକ୍ଷ ରଜତ କୁମାର ପାଣିଗ୍ରାହୀ ଦୀପ ପ୍ରଜ୍ୱଳନ କରିଥିଲେ । ଏଥିରେ ଗଞ୍ଜାମ, ଗଜପତି କୋଣ ଆନୁକୋଣରୁ ୩୫ଟି ଶିଳ୍ପ ତାଲିମ କେନ୍ଦ୍ରର ଛାତ୍ର, ଛାତ୍ରୀ ଯୋଗଦେଇଥିଲେ ଉକ୍ତ ଉତ୍ସବରେ ଓଡିଶି, ସମ୍ବଲପୁରୀ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା l


















