Thursday, November 19, 2026
ADVERTISEMENT
Home ଆଞ୍ଚଳିକ ଆର .ଉଦୟଗିରି ଠାରେ ସାଧାରଣତନ୍ତ୍ର ଦିବସ ପାଳିତ

ଆର .ଉଦୟଗିରି ଠାରେ ସାଧାରଣତନ୍ତ୍ର ଦିବସ ପାଳିତ

379
ADVERTISEMENT

ଆର.ଉଦୟଗିରି, ୨୭/୧(ସାହେବ ନାୟକ) : ଗଜପତି ଜିଲ୍ଲା R.ଉଦୟଗିରି ଠାରେ ଆଜି ବ୍ଲକ ଅଧ୍ୟକ୍ଷl ଶ୍ରୀମତୀ ଅମିତା ମଣ୍ଡଳ ଙ୍କ ତତ୍ବl ବଧାନରେ ୭୭ତମ ସାଧାରଣ ତନ୍ତ୍ର ଦିବସ ମିନି ଷ୍ଟାଡିୟମ ଠାରେ ପାଳିତ ହୋଇଥିଲା l ଉଦୟଗିରି ଏସ ଡ଼ି ପି ଓ ଅଶୋକ କୁମାର ମହାନ୍ତି, ବିଡ଼ିଓ ପ୍ରଦୀପ କୁମାର ନାୟକ, ଉପାଧକ୍ଷ ନବୀନ ରଇତ, ଥାନାଅଧିକାରୀ ମମତା ନାୟକ, ସହକାରୀ ଯନ୍ତ୍ରୀ B,ସାନୁଜ କୁମାର, ପ୍ରମୁଖ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ l ଏହି ସାଧାରଣ ତନ୍ତ୍ର ସଭାରେ ଶ୍ରୀମତୀ ଅମିତା ମଣ୍ଡଳ ଉଦବୋଧନ ଦେଇଥିଲେ l ଉଦୟଗିରି ବ୍ଲକ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ୟାରେଡ଼ରେ ଯୋଗ ଦେଇଥିଲେ l କୁନି କୁନି ପିଲାମାନେ ସଂସ୍କୃତିକ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ମନମୁଗ୍ଧ କରିଥିଲେ l ଶେଷରେ ଅଧ୍ୟକ୍ଷା ଓ ବିଡ଼ିଓ ମୋହଦୟ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ l

Advertisement