Friday, September 25, 2026
ADVERTISEMENT
Home ଆଞ୍ଚଳିକ ଓଡ଼ିଶା ମୋଟର ସଙ୍ଘର ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ

ଓଡ଼ିଶା ମୋଟର ସଙ୍ଘର ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ

462
ADVERTISEMENT

ବାଲିଗୁଡ଼ା, ୨୭/୧(ବାଳକୃଷ୍ଣ ପାଢ଼ୀ) : ଓଡ଼ିଶା ମୋଟର ଚାଳକ ସଙ୍ଘ ବାଲିଗୁଡା ତରଫରୁ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ଏହି ଦିବସରେ ମୁଖ୍ୟ ଅତିଥି ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରସାନ୍ତ ବେହେରାଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇଥିବା ସହ ସଙ୍ଘର ସଭାପତି ଅଭିରାମ ଦିଗାଳ ଜିଲ୍ଲା ଉପଦେଷ୍ଟା ଦିଲିପ କୁମାର ଦିଗାଳ ଉପ ସଭାପତି ଇସ୍ରାଏଲ ଖାନ୍ ଦଣ୍ଡ ପାଣି ,ସୁମନ୍ତ ,ପପୁନ୍ ବୈଠାରୁ ସଂଘର ସମସ୍ତ କର୍ମକର୍ତ୍ତା ଯୋଗଦେଇ ଥିଲେ ।

Advertisement