Thursday, November 19, 2026
ADVERTISEMENT
Home ଆଞ୍ଚଳିକ ମାନାପୁରମ ସୁନା ଋଣ ଶାଖାର ଗ୍ରାହକ ବୈଠକ

ମାନାପୁରମ ସୁନା ଋଣ ଶାଖାର ଗ୍ରାହକ ବୈଠକ

441
ADVERTISEMENT

ବାଲିଗୁଡ଼ା, ୨୭/୧(ସୁରେଶ ପଣ୍ଡା): ବାଲିଗୁଡ଼ା ମାନାପୁରମ ସୁନା ଋଣ ଶାଖାର ଗ୍ରାହକ ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଏରିଆ ଶାଖା ପରିଚାଳକ ଉପସ୍ଥିତ ରହି ମାନାପୁରମ ସୁନା ଋଣ ର ସମସ୍ତ ସୁବିଧା ସୁଯୋଗ ଲୋକଙ୍କୁ ସଚେତନତା କରାଇଥିଲେ । ବିଶେଷ କରି ବ୍ୟାଙ୍କ ପକ୍ଷରୁ ବିଭିନ୍ନ ଅଞ୍ଚଳ ପାଣି ଟାଙ୍କି ସହ ଡିଜା.ବିଲ୍ଟ ଲୋକଙ୍କ ଷ୍ଟେଚର ବ୍ୟବସ୍ଥା କରାଯିବା ପାଇଁ ପ୍ରତିଶୃତି ଦେଇଛନ୍ତି । କାର୍ଯ୍ୟକ୍ରମରେ ବାଲିଗୁଡ଼ା ଏନ୍ ଏ ସି ଅଧକ୍ଷା ମମତା ବେହେରା ଯୋଗଦେଇଥିବା ସହ ସମସ୍ତ ଏସଏଚଜି ଗ୍ରୁପର ସଭାପତି ଉପସ୍ଥିତ ରହିଥିଲେ ।

Advertisement