Thursday, November 19, 2026
ADVERTISEMENT
Home ଆଞ୍ଚଳିକ ଜାନିବିଲି ପ୍ରକଳ୍ପ ଅଂଚଳରେ ପାଣିର ସମସ୍ୟା

ଜାନିବିଲି ପ୍ରକଳ୍ପ ଅଂଚଳରେ ପାଣିର ସମସ୍ୟା

ପଂଚାୟତ ବକେୟା ବିଦୁ୍ୟତ୍ ବିଲ୍ ନଦେବାରୁ ଜଗଦଳପୁରବାସୀ ପିଉଛନ୍ତି ପୋଖରୀ ଓ କୂପ ପାଣି

945
ADVERTISEMENT

ଜଗଦଳପୁର,୨୬/୧(ଇ.ଋଞ୍ଜନ):କୋଟି କୋଟି ଟଙ୍କା ବିନିମୟରେ ଜାନିବିଲି ପ୍ରକଳ୍ପ କରାଯାଇଥିବା ବେଳେ ହାତ ପାଆନ୍ତାରେ ଲୋକଙ୍କୁ ଟିକେ ବିଶୁଦ୍ଧ ପାନୀୟ ଜଳ ମଳୁଥିବା ବେଳେ ତାହା ବର୍ତମାନ ଠପ୍ ହୋଇଯାଇଛି । ସୂଚନା ଥାଉକି କୁକୁଡ଼ାଖଣ୍ଡି ବ୍ଳକ୍ ଅନ୍ତର୍ଗତ ଜଗଦଳପୁର ଗ୍ରାମପଂଚାୟତର ବକେୟା ବିଦୁ୍ୟତ୍ ବିଲ୍ ପୈଠନ ନକରିବା କାରଣରୁ ଗ୍ରାମବାସୀ ପୋଖରୀ ପାଣି ପିଉଥବା ସାଧାରଣରେ ଅଭିଯୋଗ ହୋଇଛି । ଦୀର୍ଘ ଚାରିଦିନ ହେଲାଣି ଏପରି ଘଟଣା ଘଟିଥିଲେ ମଧ୍ୟ ପ୍ରଶାସନ ଜାଣିଶୁଣି ନୀରବ ରହୁଥିବା ଜଣାପଡ଼ିଛି । ପ୍ରକାଶ ଥାଉକି ଘରପିଛା ୫୦ଟଙ୍କା ଲେଖାଏଁ ଗ୍ରାମପଚାଂୟକୁ ଦେଉଥିଲେ ମଧ୍ୟ ପଂଚାୟତ କିଭଳି ବିଦୁ୍ୟତ୍ ବିଲ୍ ପୈଠ କରୁନଥିବା ସାଧାରଣରେ ଆଲୋଚନାର ବିଷୟ ପାଲୋଟିଛି । ଏଥିପ୍ରତି ଉଚ୍ଚ କୃର୍ତୃପକ୍ଷରୁ ଦୃଷ୍ଟି ଦେବାକୁ ଜଗଦଳପୁର ଗ୍ରାମବାସୀ ଦାବି କରିଛନ୍ତି ।

Advertisement