ବ୍ର୍ରହ୍ମପୁର,୨୬ା୧( ବୁରୋ ): ଲୋଚାପଡା ସମାଜ ସେବା ବିଜେଡି ଅଫିସ ତରଫରୁ ୭୧ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କେଦାର ଚନ୍ଦ୍ର ବେହେରା ପତାକା ଉତ୍ତୋଳନ କରିବା ସହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଆଡଭୋକେଟ ଉପେନ୍ଦ୍ର ସାହୁ, ମୁଖ୍ୟ ବକ୍ତା ଭାବେ ଯୋଗଦେବା ସହ ରାମହରି ସାହୁ, ସୁବ୍ରତ ସାବତ, ରବି ସାହୁ, କିର୍ତ୍ତନ ସାହୁ, ସନ୍ତୋଷ ବେହେରା ଏବଂ ସମାଜ ସେବୀ ତଥା ସାମ୍ବାଦିକ ଗୁରୁପ୍ରସାଦ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ସମାଜରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇଥିବା କାର୍ଯ୍ୟପାଇଁ ୫୦ଜଣ ଶିକ୍ଷକ, ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ସମାଜଦେବୀ ପ୍ରଭୁତିଙ୍କୁ ଉପଢ଼ୋଉକନ ଏବଂ ମାନପତ୍ର ଦେଇ ସମାଜସେବା ସୁଶାନ୍ତ କୁମାର ସାହୁ, କାମ୍ପନିଧି ସାହୁ ଅତିଥିମାନଙ୍କ ସହ ସମ୍ବର୍ଦ୍ଧିତ କରିଥିଲେ ।


















