Thursday, November 19, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର : ଜିଲ୍ଲା ବିଜେଡି କାଯ୍ୟାଳୟରେ ୭୧ତମ ସାଧାରଣତନ୍ତ ଦିବସ ପାଳିତ

ବ୍ରହ୍ମପୁର : ଜିଲ୍ଲା ବିଜେଡି କାଯ୍ୟାଳୟରେ ୭୧ତମ ସାଧାରଣତନ୍ତ ଦିବସ ପାଳିତ

459
ADVERTISEMENT

ବ୍ରହ୍ମପୁର,୨୬/୧ (ହିମାଂଶୁ ପାଢୀ):ବ୍ରହ୍ମପୁର ସ୍ଥିତ ଜିଲ୍ଲା ବିଜେଡି କାଯ୍ୟାଳୟରେ ୭୧ତମ ସାଧାରଣତନ୍ତ ଦିବସ ପାଳିତ ହୋଇଯାଇଛି। ଏଥିରେ ବ୍ରହ୍ମପୁର ସାଂସଦ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।ଏଥିରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା,ଦୁର୍ଗା ପଣ୍ଡା,ଏନ.ଧନଞୟ ରାଓ,କୈଳାଶ ବିଷୋୟୀ,ଏମ.ତେଜେସ୍ୱର ସ୍ୱାମୀ,ମୁକୁନ୍ଦ ଗୌଡ଼ଙ୍କ ସହ ବହୁ ନେତା,କର୍ମୀମାନେ ଉପସ୍ଥିତ ଥିଲେ।

Advertisement