Thursday, November 19, 2026
ADVERTISEMENT
Home ଆଞ୍ଚଳିକ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

320
ADVERTISEMENT

ପୁରୁଷୋତ୍ତମପୁର,୨୫/୧(ସୁଦାମ ମହାରଣା):ପୁରୁଷୋତ୍ତମପୁର ସମନ୍ୱିତ ଶିଶୁବିକାଶ ସେବା ପ୍ରକଳ୍ପ ପକ୍ଷରୁ ଜାତୀୟ କନ୍ୟା ସନ୍ତାନ ଦିବସ ଏବଂ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ସିଡିପିଓ ସବିତା ଚ୍ୟାଉ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଡିଓ ସିମାଞ୍ଚାଳ ମହାନ୍ତି, ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷା ବବିତା ରାଉଳ,ଡାକ୍ତର ଅସ୍ମିତା ସ୍ବାଇଁ, ଶିକ୍ଷାବିତ୍ ନରସିଂହ ଜେନା ପ୍ରମୁଖ ଉପସ୍ଥିତ ରହି କନ୍ୟା ସନ୍ତାନ ଆବଶ୍ୟକତା ଓ ସୁରକ୍ଷା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ୧୦ ଜଣ କନ୍ୟା ମାଙ୍କୁ ଗୋଲାପ ଫୁଲ,ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ଅଙ୍ଗାନାୱ।ଡି କର୍ମୀ, କିଶୋରୀ ବାଳିକାଙ୍କୁ ନେଇ ବ୍ଲକ କାର୍ଯ୍ୟାଳୟରୁ ଏକ ସଚେତନତା ରାଲି ବାହାରି ଥିଲା।

Advertisement