Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଗୋଶାଣୀନୂଆଗାଁ ଉତ୍କଳ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଗୋଶାଣୀନୂଆଗାଁ ଉତ୍କଳ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

296
ADVERTISEMENT

ବ୍ରହ୍ମପୁର,୨୪/୧( ବ୍ୟୁର ) : ଗୋଶାଣୀନୂଆଗାଁ ସ୍ଥିତ ଉତ୍କଳମଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ lବିଦ୍ୟାଳୟ ପରିଚାଳନ କମିଟି ଅଧକ୍ଷ ବିନୋଦ ଚନ୍ଦ୍ରମହାଙ୍କୁଡଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ଅବସର ପ୍ରାପ୍ତ ବି.ଆର.ସି.ସି କେ.କୃଷ୍ଣମୂର୍ତ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରଘୁନାଥ ପାଇକ, ମୁଖ୍ୟବକ୍ତା ଶ୍ରୀମତୀ କିର୍ତ୍ତିଶ୍ରୀ ଦାସ ସି.ଆର.ସି.ସି. ଏବଂ ଶ୍ରୀମତୀ ଅନିତା ସହ୍ୟ , ପୂର୍ବତନ କାଉନସିଲର ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମଞ୍ଜୁଳା କୁମାରୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ lଶିକ୍ଷୟତ୍ରୀ ଶ୍ୟାମଳ ପାତ୍ର ଧନ୍ୟବାଦ ପାରପଂ କରିଥିଲେ l

Advertisement