Thursday, November 19, 2026
ADVERTISEMENT
Home ଆଞ୍ଚଳିକ ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଟ୍ରଲର

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଟ୍ରଲର

481
ADVERTISEMENT

ତୁମୁଡିବନ୍ଧ,୨୩/୧(ନଳିନୀକାନ୍ତ ମିଶ୍ର ) : କନ୍ଧମାଲ ଜ଼ିଲ୍ଲା ତୁମୁଡିବନ୍ଧ ବ୍ଲକର ତା,୨୩/୧ରିଖ ରାତ୍ରି ପ୍ରାୟ ୯ଟା ସମୟରେ ତୁମୁଡିବନ୍ଧ ପୋଲିସ ଷ୍ଟେସନରୁ ଅଧ କିଲୋମିଟର ଦୂର କିଲୁପୋଡି ଗ୍ରାମ ପାଖରେ ଏକ ଟ୍ରଲର ଗାଡି ନମ୍ବର ଆର ,ଆରଯେ୧୯ ଜି , ସି 0୬୪୮ ଭାରସାମ୍ୟ ହରାଇ ଗାଡି ଟି ଏକ ପୋଲୋରେ ବାଡେଇ ହୋଇ ପୋଲୋ ତଳକୁ ଖସି ଯାଇଛି ଓ ଗାଡିର ଚାଳକ ସୌଭାଗ୍ୟ ବଶତଃ ବର୍ତ୍ତୀ ଯାଇଛନ୍ତି ଓ ତୁମୁଡ଼ିବନ୍ଧ ଭାରପ୍ରାପ୍ତ ଅଧିକାରୀ କେଶ ନମ୍ବର ରୁଜୁ କରି ମାମଲା ତଦନ୍ତ ଜାରିରଖିଛନ୍ତି l

Advertisement