Thursday, November 19, 2026
ADVERTISEMENT
Home ଆଞ୍ଚଳିକ ଡେଙ୍ଗାମାହା ଗ୍ରାମରେ ଭଲିବଲ୍ ଟୁର୍ଣ୍ଣାମେଣ୍ଟ : ୧୬ଦଳ ଭାଗ ନେବେ

ଡେଙ୍ଗାମାହା ଗ୍ରାମରେ ଭଲିବଲ୍ ଟୁର୍ଣ୍ଣାମେଣ୍ଟ : ୧୬ଦଳ ଭାଗ ନେବେ

419
ADVERTISEMENT

କୋଟଗଡ଼,୨୨।୧(ନଳିନୀ କାନ୍ତ ମିଶ୍ର) : କୋଟଗଡ଼ ବ୍ଲକର ସର୍ତ୍ତୁଲ ପଂଚାୟତର ଡେଙ୍ଗାମାହା ଗ୍ରାମରେ ୨୨ ତାରିଖ ବୁଧବାର ଦିନ ଏକ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ମିଡିଲ୍ ଷ୍ଟାର ଗ୍ରୁପ ଆୟୋଜନ କରିଥିଲା । ଏଥିରେ ଷୋହଳ ଗୋଟି ଟିମ ଭାଗ ନେବ ଓ ପ୍ରଥମ ଦିନ ପାଙ୍ଗଲି ପଦର ସହ ବନ୍ଦଗୁଡା ଓ ଗୁମପଦର ସହ ଡେଙ୍ଗାମହା ପ୍ରଥମ ଦିନ ଖେଳିବେ ଓ ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ମନୋଜ ସାବତ ଗୁଗୁରମାହା ପଂଚାୟତର ସମିତି ସଭ୍ୟ ପିଣ୍ଟୁ ମଲିକ ଓ ଅନେକ ବୁଦ୍ଧିଜୀବି ଉପସ୍ଥିତ ଥିଲେ l ଓ 0୧/0୨/୨0୨0 ତାରିଖ ଦିନ ଫାଇନାଲ ହେବ ଓ ଏଥିରେ ୱିନର ଓ ରନର ଟ୍ରଫି ଶ୍ରୀ ମୋନଜ ସାବତ ଦେବାପାଇଁ ପ୍ରତିଶୃତି ଦେଲେ।

Advertisement