Thursday, November 19, 2026
ADVERTISEMENT
Home ଆଞ୍ଚଳିକ ପୁଡାମାରିରେ ବିଧାୟକ ରମେଶ ଜେନାଙ୍କ ଦ୍ଵାରା କୋଠଘର ଉଦଘାଟିତ

ପୁଡାମାରିରେ ବିଧାୟକ ରମେଶ ଜେନାଙ୍କ ଦ୍ଵାରା କୋଠଘର ଉଦଘାଟିତ

493
ADVERTISEMENT

ସାନଖେମୁଣ୍ଡି,୨୨।୧(ସପନ ଦାସ) : ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡାମାରି ପଞ୍ଚାୟତରେ ବାଲିସାହିର କୋଠଘର ଉଦଘାଟିତ କଲେ | ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନ, ଯୁବକ ମାନଙ୍କୁ ଶିକ୍ଷା ଓ ପରିବେଶର ସ୍ୱଚ୍ଛତା ନେଇ ବାର୍ତ୍ତା ଦେଇଥିଲେ | ସାନଖେମୁଣ୍ଡି ଯୁବ ସଭାପତି ଚିନ୍ମୟ ହୋତା ସହ ଏଥିରେ ଯୁବ ଗୋଷ୍ଠୀର ସମସ୍ତ ସଭ୍ୟ ସାଇରାମ ପାତ୍ର, କୁମାର ପ୍ରଧାନ କାଳିଆ ସାହୁ ସନ୍ତୋଷ ସାହୁ ପ୍ରମୁଖ ସହଯୋଗ କରିଥିଲେ |

Advertisement